ଜେପି ହୋଣ୍ଡା ସୋରୁମ ପକ୍ଷରୁ କନ୍ଦରପୁରରେ ପଦର୍ଶିତ ହେଲା ହୋଣ୍ଡା ସାଇନ ୧୦୦ ସିସି ବାଇକ 

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର କନ୍ଦରପୁର ଛକ ବଜାରରେ ଜେପି ହୋଣ୍ଡା ସୋରୁମ ପକ୍ଷରୁ ବହୁ ରାଷ୍ଟ୍ରୀୟ ହୋଣ୍ଡା କମ୍ପାନୀର ନୂତନ ଭାବେ ବଜାରକୁ ଆସିଥିବା ହୋଣ୍ଡା ସାଇନ – ୧୦୦ ସିସି ବାଇକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜେ.ପି ହୋଣ୍ଡା ସୋରୁମ ପରିଚାଳନା ନିର୍ଦ୍ଦେଶକ ଅଶୋକ କୁମାର ମହାନ୍ତି, ଦୁର୍ଗା ହୋଣ୍ଡାର ନେଟ୍ୱାର୍କ ମ୍ୟାନେଜର ଦେବଦତ୍ତ ଜେନା, ରଶ୍ମି ରଞ୍ଜନ ରାଉଳ, ଇଂ.ଅମୀୟ ରଞ୍ଜନ ପଟ୍ଟନାୟକ, ଅମିତ କୁମାର ଭୋଇ, ସଂଗୀତା ହାତୀ, କାହ୍ନୁ ଚରଣ ସାହୁ, ରଞ୍ଜନ କୁମାର ଖୁଣ୍ଟିଆ, ସୁମନ ପ୍ରଧାନ, ନିଖିଳ ସେଠି ଏବଂ ଜେ.ପି ହୋଣ୍ଡାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ବାଇକ ର ମାନ ଓ ଗୁଣବତ୍ତା ସମ୍ପର୍କରେ ଗ୍ରାହକଙ୍କୁ ସୂଚନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.