ଭାରସାମ୍ୟ ହରାଇ ଓଲଟିଲା ବସ, ୨୦ ରୁ ଉର୍ଦ୍ଧ ଗୁରୁତର

ଧର୍ମଗଡ/ଜୁନାଗଡ,୩/୬ : କଳାହାଣ୍ଡିରେ ଦିନକୁ ଦିନ ସଡକ ଦୂର୍ଘଟଣା ବଢି ଚାଲିଥିବା ବେଳେ ଆଜି ପୁଣି ଯୋଡି ହୋଇଛି ଏକ ପୃଷ୍ଠା । ଜୟପାଟଣା ଥାନା ରାଜାମୁଣ୍ଡା ଠାରେ ଭାରସାମ୍ୟ ହରାଇ ଓଲଟିଲା ଜ଼ାତ୍ରୀବାହି ବସ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାସ୍ତୁଗୁଡାରୁ କେସିଙ୍ଗା ଅଭିମୂଖେ ଯାଉଥିବା ପ୍ରଧାନ ଟ୍ରାଭେଲ୍ସର ଏହି ଘରୋଇ ବସ ରାଜାମୁଣ୍ଡା ପାଖରେ ଦୂର୍ଘଟଣାଗ୍ରସ୍ଥ ହେବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । 

Udyog Nursery
Udyogi Nursery

ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଜୟପାଟଣା ଡାକ୍ତର ଖାନା ରେ ଭର୍ତ୍ତି କରିଛନ୍ତି ।

ଧର୍ମଗଡ଼ ଉପଖଣ୍ଡରୁ ଲବଣୀ ରାଉତ ଙ୍କ ସହ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.