ପରଲୋକରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଶୁଶୀଲ ମୋଦୀ

ଓଡ଼ିଆ ବାର୍ତ୍ତା/ ପାଟନା: ଦେଶର ଜଣେ ଜଣାଶୁଣା ରାଜନେତା ଶୁଶୀଲ ମୋଦୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମଧ୍ୟ ଥିଲେ। ସ୍ବର୍ଗତ ମୋଦୀ କର୍କଟ ରୋଗରେ ପିଡିତ ଥିଲେ। ପ୍ରାୟ ୧୧ ବର୍ଷ ଧରି ସୁଶୀଲ ମୋଦୀ ବିହାରର ଡେପୁଟି ସିଏମ୍ ରହି ଥିଲେ। ଡିସେମ୍ବର ୨୦୨୦ ରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା। ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଥିଲେ ଶୁଶୀଲ ମୋଦୀ। ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.