ଧର୍ମଗଡ ଠାରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳନ

 

ଧର୍ମଗଡ,୨/୧୨:

Omkar Vasthu
Omkar Vasthu

ଧର୍ମଗଡ ପଞ୍ଚାୟତ ପଡିଆ ଠାରେ ବିଶ୍ବ ଭିନ୍ନକ୍ଷମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଏଥିରେ ଗୀତ ଗାଇବାସହ  କ୍ରିକେଟ ଖେଳି ତାଙ୍କର ପ୍ରତିଭା ଦେଖାଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ କଟକ ଓ ଅନୁଗୁଳ  ମଧ୍ୟରେ ହୋଇଥିବା କ୍ରିକେଟ ମ୍ୟାଚରେ ଅନୁଗୁଳ ଦଳ ବିଜୟ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ହୀରା । ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି , ବିଜୁ ଜନତା ଦଳ ର ନଗର ସଭାପତି ଦିବ୍ୟସିଂହ ମହାନ୍ତି  ଓ  ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ପ୍ରବୀଣ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.