ବଲାଙ୍ଗୀର ଜିଲ୍ଲା ଗୃହି ବୈଷ୍ଣବ ସମାଜ ସମ୍ମିଳନୀ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଳକ ଭୁତିଆରବାହାଲ ହାଇସ୍କୁଲ ପଡିଆ ଠାରେ ଜିଲ୍ଲା ଉପସଭାପତି ରବିରାମ ଦାସଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରର ଗୃହି ବୈଷ୍ଣବ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଡୋଶୀ କଳାହାଣ୍ଡି ଓ ସୋନପୁର ଜିଲ୍ଲାର ବରିଷ୍ଠ କାର୍ଯକର୍ତ୍ତା ସଭାମଣ୍ଡନ କରିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକର ସଭାପତି, ସଂପାଦକ ଉପସ୍ଥିତ ଥିଲେ। ସମାଜର ବହୁବିଧ କାର୍ଯକ୍ରମ ସହ ସାମାଜିକ ସମସ୍ଯା ଆଲୋଚିତ ହୋଇଥିଲା।

Omkar Vasthu
Omkar Vasthu

ଏହି ସଭାରେ ଜିଲ୍ଲାସ୍ତରୀୟ ନୂତନ କାର୍ଯ୍ଯକର୍ତ୍ତା ନିର୍ବାଚିତ ହୋଇ ନୂଆ କମିଟି ଗଠନ କରାଗଲା।ନୂତନ କମିଟିରେ ଭାଗିରଥି ଦାସ ସଭାପତି, ନରେନ୍ଦ୍ର କୁମାର ଦାସ ଉପସଭାପତି, ରାମ ମୋହନ ଦାସ ସଂପାଦକ, ସରୋଜ ଦାସ ସହସଂପାଦକ, ସନ୍ତୋଷ କୁମାର ଦାସ କୋଷାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଆଇନଜିବୀ ପ୍ରଶାନ୍ତ କୁମାର ଦାସ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.