ଭିଜିଲାନ୍ସ ପଞ୍ଝାରେ ଶିଶୁ ବିକାଶ ଅଧିକାରିଣୀ ଓ କିରାଣୀ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ମହିଳା ଓ ଶିଶୁ ବିଭାଗ ଅଧିକାରିଣୀ ସୁଶୀଳା ଶବର ଏବଂ କିରାଣୀ ରାମଚନ୍ଦ୍ର ପାତ୍ର ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଦ୍ୱାରା ଧରାପଡିଛନ୍ତି | ସୂଚନାରୁ ଜଣାପଡ଼ିଛି ଯେ, ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଏକ ଅଙ୍ଗନୱାଡି କର୍ମୀ ଚୟନ ନିମନ୍ତେ ଡ଼ଙ୍ଗରିଆ ମହିଳାଙ୍କ ଠାରୁ ପ୍ରଥମେ ୨୦୦୦୦ ଓ ବର୍ତ୍ତମାନ ୮୦୦୦୦ ଟଙ୍କା ଲାଞ୍ଚ ନେଉଥିବାରୁ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଛନ୍ତି ରାୟଗଡ଼ା ଭିଜିଲାନ୍ସର ଏକ ଟିମ୍ | 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.