ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

କଳାହାଣ୍ଡି,୧୭/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କାର୍ଲମୁଣ୍ଡା ବ୍ଲକ ସଦର ମହକୁମା ଠାରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡଃ ଗଭାଲି ପରାଗ ହର୍ଷଦ, କଳାହାଣ୍ଡି  ଏସପି ବି. ଗଙ୍ଗାଧର, ଜିଲ୍ଲାପାଳ ମିର୍ଧା ଟପୋ, ସିଡିଏମଓ ସରୋଜ କୁମାର ତିହାଡ଼ି, ବିଡିଓ ଅବନିକାନ୍ତ ସାହୁ, ଅଧକ୍ଷ୍ୟା ଅମୃତା ସାହୁ ପ୍ରମୂଖ ଯୋଗଦେଇଥିଲେ।ପ୍ରତିକୂଳ ପାଗ ହେତୁ ମାତ୍ର ୩୨ଟି ଅଭିଯୋଗ ଆସିଥିଲା।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ନରୋତ୍ତମ ସେଲମାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

http://For latest news updates  Please subscribe to notifications by clicking on the bell button.  Like us on facebook  http://www.facebook.com/odiabarta/ Subscribe us on youtube  https://m.youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.