ହାଥରସ୍ ଗଣଦୁଷ୍ମର୍ମର ପୀଡିତାଙ୍କୁ ନ୍ୟାୟ ଦାବିରେ ଜେକେପୁରରେ କ୍ୟାଣ୍ଡଲ ଶୋଭାଯାତ୍ରା

ରାୟଗଡ: ଉତ୍ତରପ୍ରଦେଶ ହାଥରସ୍‌ରେ ଗଣଦୁଷ୍କର୍ମର ଶୀକାର ହୋଇ ମୃତ୍ୟୁବରଣ କରିଥିବା ପୀଡିତାଙ୍କୁ ନ୍ୟାୟ ଦାବିରେ ରାୟଗଡ ଜିଲ୍ଳା ଜେକେପୁର ଠାରେ କଲେଜ ଛାତ୍ରମାନଙ୍କ ଦ୍ୱାରା ଏକ କ୍ୟାଣ୍ଡଲ ରାଲି ଅନୁଷ୍ଠିତ ହୋଇଯାଇଛି ।

ମହିଳାମାନଙ୍କ ସହ ହେଉଥିବା ଗଣଦୁର୍ଷ୍କମ ତଥା ବୃଦ୍ଧି ପାଉଥିବା ନିର୍ଯ୍ୟାତନାକୁ ଯେପରି ଭାବେ ରୋକ ଲଗାଯାଇ ପାରିବ ଲୋକଙ୍କ ମନରେ ଏକ ସଚେତନତା ସୃଷ୍ଟି କରିବାକୁ ଏହି ରାଲି କରାଯାଇଥିବା ନେଇ ଛାତ୍ରମାନେ ପ୍ରକାଶ କରିଥିଲେ ।


ସାମ୍ବାଦିକ ଆବଶ୍ୟକ

ରାଜ୍ୟର ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଳକ୍ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରାର୍ଥୀଙ୍କର ଓଡ଼ିଆରେ ଖବର ଲେଖିବା ଓ ପଢ଼ିବା ଦକ୍ଷତା ଥିବା ଦରକାର। ଇଚ୍ଛୁକ ପ୍ରାର୍ଥୀ ନିମ୍ନ ଇମେଲ୍ ଆଇଡି/ ହ୍ଵାଟ୍ସଆପ୍ ନମ୍ବରରେ ନିଜ ବାୟୋଡାଟା ପଠାଇ ପାରିବେ।
ଇମେଲ୍: odiabarta.in@gmail.com
ହ୍ଵାଟ୍ସଆପ୍: 8917488843, 9938946520
ୱେବସାଇଟ୍: www.odiabarta.in

ବିଶେଷ କରି ଅଶ୍ଳିଳ ସିନେମା, ସଂଗୀତ ଓ ମାଦକ ଦ୍ରବ୍ୟର ବ୍ୟବହାର ଯୋଗୁଁ ମହିଳାମାନେ ଗଣଦୁର୍ଷ୍କମର ଶୀକାର ହେବାରେ ଲାଗିଛନ୍ତି ତେଣୁ ଏଗୁଡିକକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାର ହାଥରସ୍ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ତାଙ୍କ ପରିବାରଙ୍କୁ କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିବା ନେଇ ଛାତ୍ର ସଂଗଠନର ରଂଜିତ କୁମ୍ଭାର ପ୍ରକାଶ କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.