କଟକ: ଜଗତସିଂହପୁର ଜିଲ୍ଲା ହୁକୁଟୋଲାର ସମାଜସେବୀ ତରୁଣ କୁମାର ସାହୁଙ୍କ ବିୟୋଗରେ ବିଭିନ୍ନ ସାମାଜିକ ସଂଗଠନ ଏବଂ ସ୍ଥାନୀୟ ବାସିନ୍ଦା ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ତରୁଣ କୁମାର ସାହୁ ଜଣେ ପରୋପକାରୀ, ମେଳାପି, ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଭାବେ ପରିଚିତ ଥିଲେ ।