ଓଡ଼ିଆ ବାର୍ତ୍ତା
କଟକ, (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା ତଇଲିପଡା ଗ୍ରାମର ସମାଜସେବୀ ସ୍ୱର୍ଗତ ନିର୍ମଳ ଚନ୍ଦ୍ର ଦାଶଙ୍କ ଦ୍ବାଦଶ କାର୍ଯ୍ୟକର୍ମରେ ତାଙ୍କ ବାସଭବନରେ ଶୋକସଭା ଅନୁଷ୍ଠିତ ହୋଇଛି । ଏହି ଶୋକ ସଭାରେ ସ୍ଥାନୀୟ ବୁଦ୍ଧିଜୀବୀ, ମୁରବି ମାନେ ଉପସ୍ଥିତ ରହିଥିବା ବେଳେ ପରିବାର ପକ୍ଷରୁ ଧର୍ମପତ୍ନୀ ଲଳିତା ଦାଶ, ପୁତ୍ର ପ୍ରିୟବ୍ରତ ଦାଶ, ସତ୍ୟବ୍ରତ ଦାଶ ଉପସ୍ଥିତ ଥିଲେ ।