ଜେକେପୁରର ଲକ୍ଷ୍ମୀପତି ସିଂଘାଣିଆ ବିଦ୍ୟାଳୟର ସିିବିଏସଇ ପରୀକ୍ଷାରେ ଶତପ୍ରତିଶତ ପାସ ହାର

ରାୟଗଡ,୬/୫ : ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ପରୀକ୍ଷା ଫଳ । ରାୟଗଡ ଜିଲ୍ଳା ଚାନ୍ଦିଲି ପଂଚାୟତ ଜେକେପୁର ଲକ୍ଷ୍ମୀପତି ସଂଘାଣିଆ ପବ୍ଳିକ ବିଦ୍ୟାଳୟ ପାସ ହାର ଶତପ୍ରତିଶତ ହୋଇଥିବା ଜଣାପଡିଛି । ଏହି ପରୀକ୍ଷାରେ କୁମାରୀ ଲୈରୀନା ପଟ୍ଟନାୟକ ଶତକଡା ୯୭ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ

 

କୁମାରୀ ଜି.ତେଜସ୍ୱୀ ୯୬.୪ ପ୍ରତିଶତ ଦ୍ୱିତୀୟ ଓ କୁମାର ଆର୍ଯ୍ୟମନ ବଳ ୯୬.୨ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୧୨ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ,୧୩ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ଓ ୮ଜଣ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଅଧିକ ମାର୍କ ସହ ପାସ ହୋଇଛନ୍ତି ।

ଛାତ୍ରଛାତ୍ରୀମାନଙ୍କ ଏହି କୃତିତ୍ୱ ଯୋଗୁଁ ଜେକେ କାଗଜ କଳ କର୍ତୁପକ୍ଷ,ଅଧ୍ୟକ୍ଷ ଓ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://facebook.com/odiabarta

 

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.