ଭାରତ-ସ୍ପେନ୍ ଆନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହେଲେ ସାମ୍ବାଦିକ ସତୀଶ କୁମାର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାମ୍ବାଦିକଙ୍କ ପ୍ରତି ଅଦମ୍ୟ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଟାଇମ୍ସ ନାଓ ନବଭାରତ (ଟାଇମ୍ସ ଗ୍ରୁପ୍)ର ଓଡ଼ିଶା ରାଜ୍ୟ ସମ୍ବାଦଦାତା ସତୀଶ କୁମାର ଦାଶଙ୍କୁ ସମ୍ମାନଜନକ “ଇଣ୍ଡୋ-ସ୍ପେନ୍ ଆନ୍ତର୍ଜାତୀୟ ପୁରସ୍କାର ୨୦୨୪” ପ୍ରଦାନ କରାଯାଇଛି। VEYIL ଫାଉଣ୍ଡେସନ୍, ବାଙ୍ଗାଲୋର ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ଦାଶ ପ୍ରଥମେ ଏଏନଆଇ, ପରେ ଭରତ ୨୪ ଏବଂ ବର୍ତ୍ତମାନ ସେ ଟାଇମ୍ସ ନାଓ ନବଭାରତ କାମ କରୁଛନ୍ତି।

Omkar Vasthu
Omkar Vasthu

ସାମ୍ବାଦିକ ସତୀଶ କୁମାର ମଧ୍ୟ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ଯେପରିକି ଆନ୍ତର୍ଜାତୀୟ କାଲକିି ଗୌରବ ପୁରସ୍କାର, ଜ୍ୟୋତି ଷ୍ଟାର ପ୍ରତିଭା ସମ୍ମାନ ୨୦୨୩, ସ୍ବାମୀ ବିବେକାନନ୍ଦ ସେବା ରତ୍ନ ପୁରସ୍କାର ପାଇଛନ୍ତି। ସତୀଶ କୁମାର ଦେଶର ବହୁ ଖ୍ୟାତିସମ୍ପନ୍ନ ନ୍ୟୁଜ୍ ଚ୍ୟାନେଲ ଏବଂ ଖବରକାଗଜ ସହିତ ଜଡିତ ଅଛନ୍ତି। ସେ ଅନେକ ସମ୍ମାନ ଏବଂ ପୁରସ୍କାର ପାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.