Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ରାଜସ୍ବ ଗ୍ରାମ ପାଇଁ କ୍ଷେତ୍ର ଅନୁଧ୍ୟାନ
ମ.ରାମପୁରରେ ମହାଲକ୍ଷ୍ମୀ ପୂଜା ସମ୍ପନ୍ନ
ଶତାୟୁ ବ୍ୟକ୍ତିଙ୍କ ପରଲୋକ
ଡିସେମ୍ବର ୭ରେ ଅନୁଷ୍ଠିତ ହେବ ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ: ଯୁବକବି ଅମରେନ୍ଦ୍ର ମାଧବ ଦାଶ ହେବେ ପୁରସ୍କୃତ
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ
Home
ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାର ଗାଥା
କଳା-ସଂସ୍କୃତି
ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାର ଗାଥା
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ। ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ। ସେ ଘର ଘର ବୁଲିଲେ। ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ଏହା ଶୁଣି ବଳରାମ କୋପକଲେ। ଅପମାନିତ ହୋଇ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗଲେ। ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା। ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକାଣୀଙ୍କୁ ଲୋଡ଼ିଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ପ୍ରତିଭା ପକ୍ଷରୁ ‘ଜନଜାତିୟ ଜୀବନ କଳା ଓ ପାରମ୍ପରିକ ନୃତ୍ୟ’ ଶୀର୍ଷକ ଆଲୋଚନାଚକ୍ର
ବ୍ରଜବିହାରରେ ୪୦ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ
ସତେଜ ବାର୍ତ୍ତା
ମୋ ଓଡ଼ିଶା
ରାଜସ୍ବ ଗ୍ରାମ ପାଇଁ କ୍ଷେତ୍ର ଅନୁଧ୍ୟାନ
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ମ.ରାମପୁରରେ ମହାଲକ୍ଷ୍ମୀ ପୂଜା ସମ୍ପନ୍ନ
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଶତାୟୁ ବ୍ୟକ୍ତିଙ୍କ ପରଲୋକ
5 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଡିସେମ୍ବର ୭ରେ ଅନୁଷ୍ଠିତ ହେବ ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ: ଯୁବକବି ଅମରେନ୍ଦ୍ର ମାଧବ ଦାଶ ହେବେ ପୁରସ୍କୃତ
8 hours ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଫେରାର ଅଭିଯୁକ୍ତ କୋର୍ଟ ଚାଲାଣ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବନବାସୀ କଲ୍ୟାଣ ଆଶ୍ରମର ଜନ ଜାଗରଣ କାର୍ଯ୍ୟକ୍ରମ
8 hours ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ନର୍ଲା ଆରଡବ୍ଲୁଏସଏସ ବିଭାଗର ବିଚିତ୍ର ସ୍ଥିତି: ୨୦୬୪ ନଳକୂଅକୁ ଜଣେ ଷ୍ଟାଫ
8 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଦଶମ ବୋର୍ଡ଼ ପରୀକ୍ଷା କେନ୍ଦ୍ରକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଛନକା
9 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ା, କରମତଲା ଓ ମୁର୍ରୁମୁଣ୍ଡାରେ ଲକ୍ଷ୍ମୀ ପୂଜା ସମ୍ପନ୍ନ
9 hours ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
୨୫ରୁ ଦେବଗିରିରେ ଗୋସିଂହ ଦୈତ୍ୟ ଦରବାର: ପୂର୍ବ ତାରିଖ ପରିବର୍ତ୍ତନ ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା
16 hours ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
କରମତଲା ଗିରି ଗୋବର୍ଦ୍ଧନ ମନ୍ଦିରରେ ଗୀତା ଜୟନ୍ତୀ
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଭାନପୁର ଗ୍ରାମରେ ୨୬ତମ ମହାଲକ୍ଷ୍ମୀ ପୂଜା
18 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଗୁଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ସୋଲାର ଲାଇଟ ଚୋରୀ
18 hours ago
Sunil Kumar Dhangadamajhi
ଅପରାଧ
ମୋ ଓଡ଼ିଶା
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଫେରାର
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଡିସେମ୍ବର ୭ ରେ ମହମ୍ମଦ ଅସଲମ୍ ସ୍ମୃତି ସମାରୋହ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ପଖୋରୀବନ୍ଦ ଠାରେ ଆତ୍ମନିର୍ଭର ଭାରତ ସମୀକ୍ଷା ବୈଠକ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଯାଦବ ମହାସଭା ପକ୍ଷରୁ ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ଶୋକସଭା
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
ହେମସାଗର ମହାନନ୍ଦଙ୍କ କବିତା ସଂକଳନ ‘ଲେସନ୍ସ ଫର୍ ଲାଇଫ୍’ ଉନ୍ମୋଚିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଯୁବ ପ୍ରତିଭା ପ୍ରସାଦି ବୁଦ୍ଧିଆଙ୍କ ଆକସ୍ମିକ ଦେହାନ୍ତ
1 day ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ଭିନ୍ନକ୍ଷମ ଦିବସ ଓ ଦିବ୍ୟାଙ୍ଗ ବିଦ୍ୟାର୍ଥୀ
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
କାଶୀପୁର ବ୍ଲକ ଠାରେ ଚଇତି-୨୦୨୫ର ଶୁଭାରମ୍ଭ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଦୁଇଦିନ ଧରି ପାଳିତ ହେଲା ଏଡସ ଦିବସ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଉଦ୍ଧାର ହୋଇଥିବା ବାଇକ ହେଲା ମାଲିକଙ୍କୁ ହସ୍ତାନ୍ତର
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପୂର୍ଣ୍ଣଚନ୍ଦ୍ର ଟାକରି ହେଲେ ବହୁଜନ ସମାଜ ପାର୍ଟିର ରାୟଗଡ଼ା ଜିଲ୍ଲା ସଭାପତି
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଭବାନୀ ଲୋୟାଙ୍କ ରହସ୍ୟ ଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମାଁ ହିରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କଙ୍କନ୍ ରାୟଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମଦନପୁର ରାମପୁରର ତଲସାଗର ପଡ଼ା ଠାରେ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମୋତିରାମ ମେହେର ମୃତ୍ୟୁ ଘଟଣା; ୩ ଅଭିଯୁକ୍ତ କୋର୍ଟ ଚାଲାଣ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାସ୍ତା ନିର୍ମାଣ ନେଇ ଟେଣ୍ଡର ଆହ୍ୱାନ: ଟିଟିଲାଗଡ଼ ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ମାଲର ବାର୍ଷିକ କ୍ରୀଡ଼ା
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ବିମଳା ଗାଁ ଚିକନୁ ପଡାରେ ସାର୍ବଜନୀନ ଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାସ୍ତା କାମ ନିମ୍ନମାନର ଅଭିଯୋଗ: ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି, ତଦନ୍ତ ଦାବୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି: ଭଉଣୀର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ଜଣାଇଲେ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସେବାଶ୍ରମର ଦୁଇ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଓ ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ପୋଡ଼ି ପାଉଁଶ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
କୁଡୁତୁଲି ପଞ୍ଚାୟତରେ ପୋଡ଼ାଗଲା ୪୭ ଏକର ଗଞ୍ଜେଇ ଗଛ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜିଲ୍ଲା ସଭାପତିଙ୍କୁ ବ.ସ.ପା କେନ୍ଦ୍ରୀୟ ପ୍ରଭାରୀ ଦାୟିତ୍ବ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୧୩ ବର୍ଷର ବାଳକକୁ ସହାୟତା ଯୋଗାଇଲେ ରାୟଗଡ଼ା ଜିଲ୍ଲାପାଳ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଦାଣ୍ଡରେ ପଡିଛି ଧାନ: କୋହଲା ପାଗକୁ ଝିପି ଝିପି ବର୍ଷା, ଚିନ୍ତାରେ ଚାଷୀ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମାଝିଗୁଡ଼ା ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଟ୍ରେନ ଦୁର୍ଘଟଣାରେ ନର୍ଲାର ବିମଳ ସାହାଣିଙ୍କ ମୃତ୍ୟୁ
3 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ରାଜନୀତି
ସ୍ଥାୟୀ ତହସିଲଦାର ପଦବି ପୂରଣ ପାଇଁ କାଶୀପୁର ବ୍ଲକ କଂଗ୍ରେସର ଧାରଣା
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
କୋଣାର୍କ ବାଲୁକା ମହୋତ୍ସବରେ ଓମପ୍ରକାଶ ନିର୍ମାଣ କଲେ ଇନ୍ଦ୍ରଲାଟ ମନ୍ଦିର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅନୁମୋଦିତ ୬ଟି ପଡ଼ା ଗାଁକୁ ଶୀଘ୍ର ରାଜସ୍ୱ ଗ୍ରାମ ଘୋଷଣା କରିବାକୁ ଦାବି: ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଘର
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ମୁନଗା ପଦର ସାର୍ବଜନୀନ ଲକ୍ଷ୍ମୀପୂଜା ଉପଲକ୍ଷେ କଳସ ଯାତ୍ରା
3 days ago
Sunil Kumar Dhangadamajhi
error:
You are not allowed to copy this content. Thank you.