ସତ୍ୟ ସାଇ ସଂଗଠନ ତରଫରୁ ଲୁହା ଖଏନ ଡଙ୍ଗରି ଠାରେ ବୃକ୍ଷରୋପଣ

ଜୁନାଗଡ ୩୧/୭ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ବ୍ରାହ୍ମଣିଗୁଡା ଲୁହା ଖଏନ ଡ଼ଙ୍ଗରି ଠାରେ ସତ୍ୟ ସାଇ ସଂଗଠନ ପକ୍ଷରୁ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀକାନ୍ତ ନାଏକ, ବନରକ୍ଷୀ ସର୍ବେଶ୍ୱର ଗହୀର, ସଞ୍ଜୟ ଅଗ୍ରୱାଲ, ସୁବାଷ ପଣ୍ଡା, ବିପିନ ବରାଡ, ସୋମନାଥ ପାତ୍ର ପ୍ରମୁଖ ଯୋଗଦାନ କରି ବର୍ତ୍ତମାନର ସମୟରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଠାରେ ସମସ୍ତେ ମିଶି ୧୦୦ ଟି ଚାରା ରୋପଣ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.