ପଞ୍ଚାୟତିରାଜ ଦିବସରେ ୩ ପଞ୍ଚାୟତ ପୁରସ୍କୃତ

ଓଡିଆ ବାର୍ତ୍ତା/ ସଇନ୍ତଳା (ଗୋକୁଲା ନନ୍ଦ ବଗର୍ତ୍ତୀ): ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଉପଲକ୍ଷେ ବଲାଙ୍ଗିରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସଇନ୍ତଳା ବ୍ଳକର ୩ ପଞ୍ଚାୟତ ପୁରସ୍କୃତ ହୋଇଛନ୍ତି। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କଠାରୁ ଧରପଗଡ଼, ଗଣ୍ଡପତ୍ରାପାଲି ଓ ବୁଢ଼ାବହାଲ ପଞ୍ଚାୟତର ସରପଞ୍ଚମାନେ ପୁରସ୍କାର ଗ୍ରହଣ କରିଥିଲେ । ସଂପୃକ୍ତ ପଞ୍ଚାୟତକୁ ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏଥିପାଇଁ ବିଡ଼ିଓ ସଂପୃକ୍ତ ସରପଞ୍ଚ ଓ ପିଇଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.