କଳାହାଣ୍ଡି,୨/୮ : କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଭୋଜବନ୍ତି ସାହୁଙ୍କ ବାସଭବନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୋଜବନ୍ତିଙ୍କ ଟକାରୁମାଲ ବାସ ଭବନ, ବ୍ୟବସାୟିକ ଅନୁଷ୍ଠାନ ଆଦିରେ ବର୍ତ୍ତମାନ ଭିଜିଲାନ୍ସର ତଢାଉ ଜାରି ରହିଛି । ସୂଚନାମତେ ଭୋଜବନ୍ତିଙ୍କ ପିତା ଘର କୁଶୁର୍ଲାରେ ମଧ୍ୟ ଚଢ଼ାଉ ଜାରି ରହିଛି ।