ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ପର୍ବ

ସଇଁତଲା,୩୦/୧୨ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏମ୍ଇ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଖୁସିରାମ ପଧାନ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଇଳାବତି ପଧାନ ଏବଂ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସ୍ଵର୍ଣ୍ଣମୟି ପାଣିଗ୍ରାହୀ ଆତିଥ୍ୟ ଗ୍ରହଣ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ଦୀର୍ଘ ପାଞ୍ଚ ବର୍ଷ ଧରି ଚାଳିଥିବା ବେଳେ ଏହି ବର୍ଷ ଏକ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ଯୋଗ ଦେଇ ଭାବ ବିନିମୟ କରିଥିଲେ । ଏଥିରେ ଅମିନ ପଧାନ, ଯୁବରାଜ ସାହୁ , ଶୁସାନ୍ତ ମେହେର, ସୁଦାମ ଦିପ, ଗୋବର୍ଦ୍ଧନ ସାହୁ, ସୁଶାନ୍ତ ବଗର୍ତ୍ତି, ହନୁ ମେ‌ହେର, ସିତାକାନ୍ତ ମେହେର , ଳୋଚନ ମେହେର, ନେହେରୁ ପଧାନ, ପ୍ରଦିପ ବର୍ଗତି, ସଂଯୁକ୍ତା ସାହୁ, ସୁପ୍ରିୟା ପଧାନ, ବବିନ ମେହେର, ସୁଚିସ୍ମିତା ଦିପ୍, ମମତା ସାହୁ, ଜ୍ୟୈତ୍ସା ପ୍ରଧାନ, ମୋହନ ମେହେର, କିଶୋର, ପନ୍ଚା, ନିରଞ୍ଜନ ଚୈଧୁରି ଓ ସମସ୍ତ ପୂରାତନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

_________________________________________

Udyog Nursery
Udyogi Nursery

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.