ଖଳାରେ ଲାଗିଲା ନିଆଁ : ଜଳିଗଲା ୭୦ ବସ୍ତା ଧାନ

ଭବାନୀପାଟଣା,୧୩/୧ : ସଦର ବ୍ଲକ୍ ଅନ୍ତର୍ଗତ ସାପସିଲେଟ ଗ୍ରାମରେ ଚଉ କଟାଙ୍କ ଖଳାରେ ନିଆଁ ଲାଗିଯିବାରୁ ୭୦ବସ୍ତା ଧାନ ପୋଡି ପାଉଁଶ ହେଇଯାଇଛି। ବର୍ଷ ଜାକିର ପରିଶ୍ରମର ଫଳକୁ ନିଆଁ ଗ୍ରାସି ଥିବାରୁ ହତବାକ ହୋଇ ପଡିଛନ୍ତି ଚାଲିଛି ଚଉ କଟା । ଧାନ ସବୁ ପୋଡି ଯାଇଥିବାରୁ ବର୍ଷେ କେମିତି ବଞ୍ଚିଲେ ସେହି କଥା ତାଙ୍କୁ ଘାରୁଥିବାବେଳେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

ଭବାନୀପାଟଣାରୁ ଦକ୍ଷ ସାହୁଙ୍କ ରିପୋର୍ଟ odiabarta.in
____________________________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.