ରିଞ୍ଜା ମଣ୍ଡିରେ ପଡି ରହିଛି ଧାନ : ଶିତ କାକରେ ଜଗି ବସିଛନ୍ତି ଚାଷୀ

କଳାହାଣ୍ଡି,୨୦/୧ (ନବୀନ କିଶୋର ସାହୁ) : ଟୋକନ ବାହାରିବା ପରଠୁ ଚାଷି ଧାନ ପକାଇ ଆଜକୁ ୧୨ ଦିନ ପରେ ମଧ୍ୟ ଧାନ ଉଠି ପାରୁ ନାହିଁ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ମଣ୍ଡି ରେ ପଡି ରହିଛି ୩୦୦୦ କୁଇଣ୍ଟାଲ ରୁ ଅଧିକ ଧାନ ମିଲରସ ଡିକେର ୧୦୭୨ କୁଇଣ୍ଟାଲ, ଆରକେ ଏଗ୍ରୋ ୮୮୬, ସମଲେଶ୍ବରୀ ଏଗ୍ରୋ ୭୫୮, ସମଲେଶ୍ବରୀ ଫୁଡ ୧୩୯୩, ଲକ୍ଷ୍ମି ନାରାୟଣ ର ୧୦୧୭ ଓ ବାଲାଜି ଏଗ୍ରୋ ୧୫୩୧ କୁଇଣ୍ଟାଲ ଧାନର ଟାର୍ଗେଟ ଥିବା ବେଳେ ମିଲରସ ମାନେ ଟ୍ରକ ପଠାଉ ନଥିବା ଚାଷି ମାନେ ଅଭିଯୋଗ କରୁଛନ୍ତି। ଏ ନେଇ ଏସିଏସଓ ଖଗେଶ୍ବର ପଣ୍ଡାକୁ ଫୋନ ଯୋଗେ ପଚାରିବାରୁ ମୁଁ ମିଲରର୍ସ ମାନଙ୍କୁ କହି ଟ୍ରକ ପଠାଇବା ବ୍ୟବସ୍ଥା କରୁଛି ବୋଲି କହିଥିଲେ।

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.