ବ୍ରେକିଂ : ଜୁନାଗଡ଼ ହାତୀ ନଦୀ ପୋଲ ପାଖରେ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଗୁରୁତର

ଜୁନାଗଡ଼,୨୧/୧ :  କିଛି ସମୟ ପୂର୍ବରୁ  ଜୁନାଗଡ଼ ହାତୀ ନଦୀ ପୋଲ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରାକଟର ଓ ବାଇକ ଧକ୍କା ହେବା ଫଳରେ ବାଇକ ଟ୍ରାକଟର ଭିତରକୁ ପଶିଯାଇଥିବାରୁ ଦୁଇ ବାଇକ ଆରୋହୀ ଗୁରୁତ୍ୱର ହୋଇ ପଡିଛନ୍ତି । ଆହତ ମାନଙ୍କୁ ପ୍ରଥମେ ଜୁନାଗଡ଼ ଓ ପରେ  ଭବାନିପାଟଣା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.