ଶଗଡଘାଟ ବାଞ୍ଜିଝାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର

ସଇଁତଲା/ଟିଟିଲାଗଡ଼,୩୧/୧ : ଗଣ୍ଡପତ୍ରାପାଳି ପଞ୍ଚୟତ ବଡମାଲର ସ୍ୱର୍ଗତ ନିରାକାର ଭୋଇଙ୍କ ପୁତ୍ର କେଦାର ଭୋଇ (୧୯) ତାଙ୍କ ସାଙ୍ଗ ଅନିଲ ମାଝୀଙ୍କ ସହିତ ବାଇକ ଯୋଗେ ଟିଟିଲାଗଡ଼ରୁ ଫେରୁଥିବା ସମୟରେ ବାଞ୍ଜିଝାଲ ନିକଟରେ ଏକ ଗଛରେ ପିଟିହୋଇ ହୋଇଥିଲେ । ଯାହା ଫଳରେ କେଦାର ଗୁରୁତର ଓ ଅନିଲ ସାମାନ୍ୟ ଆଘାତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ହସ୍ପିଟାଲକୁ ନିଆଯାଇଇଥିଲା ପରେ ସେଠାରୁ ଭୀମଭୋଇ ମେଡିକାଲ ବଲାଙ୍ଗୀରକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତମାନ ସେ ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସଇଁନ୍ତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତୀଙ୍କ ସହ ଟିଟିଲାଗଡ଼ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ  ରିପୋର୍ଟ Odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.