ଟ୍ରକ ଓଲଟି ଦୁଇ ମହିଳା ମୃତ

ସମ୍ବଲପୁର,୨୨/୧୨: ୩୦ରୁ ଅଧିକ ମହିଳା, ପୁରୁଷ ଓ ଛୋଟପିଲାଙ୍କୁ ନେଇ ଯାଉଥିବା ମିନିଟ୍ରକ୍‌ ଓଲଟି ପଡ଼ିବାରୁ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ବହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଜଙ୍ଗଲରେ ଥିବା ଏକ ଅସୁସ୍ଥ ହାତୀକୁ ଦେଖିବାକୁ ସମ୍ଵଲପୁର ଯୁଯୁମୁରା ବ୍ଲକ ଡଙ୍ଗରପଡା ପଞ୍ଚାୟତ ନୂଆଁମୁଣ୍ଡା ଗାଁର ପ୍ରାୟ ୩୦ ଜଣ ଲୋକ ମିନି ଟ୍ରକରେ ଯାଉଥିଲେ। ଯିବା ବାଟରେ ତୁଷାରକଣ୍ଟାସ୍ଥିତ ବୁଲାଣିଠାରେ ମିନି ଟ୍ରକ୍‌ଟି ଓଲଟି ପଡ଼ିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook 

http://facebook.com/odiabarta

Subscribe us on youtube 

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.