ଘରେ ରହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ

ସଇଁତଲା,୨୦/୬: ପ୍ରତିବର୍ଷ ଜୁନ ୨୧କୁ ଅନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ । ତେବେ ଏବର୍ଷ ମହାମାରୀ କରୋନା ସଂକଟ ପରିସ୍ଥିତି ଯୋଗୁଁ ଘରେ ରହି ଛାତ୍ର ଛାତ୍ରୀ ମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଫପସି ବଡ଼ମାଲ ତଥା ଯୋଗ ମୋହତ୍ସବ ସମିତି ଓଡ଼ିଶାର ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ । ଦେଶରେ କୋରୋନା ମହାମାରୀ ଦିନକୁ ଦିନ ବଢ଼ିବାରେ ଲାଗିଥିବାବେଳେ କୌଣସି ପଡିଆ କିମ୍ବା ସାମୁହିକ ସ୍ଥାନକୁ ନ ଯାଇ ଘରେ ସୁରୁକ୍ଷିତ ରହି ଯୋଗ ଦିବସ ପାଳନ କରିବା ପାଇଁ ଶ୍ରୀ ସ୍ୱାଇଁ କହିଛନ୍ତି।

ସଇଁନ୍ତଲା ବ୍ଲକ ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.