ବାତେଲଲିମା ଠାରେ ୭୧ତମ ବନମହୋତ୍ସବ ପାଳିତ

ଲାଞ୍ଜିଗଡ,୮/୭: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଲାଞ୍ଜିଗଡ ସେକ୍ସନ ଆନୁକୁଲ୍ୟରେ ୭୧ ତମ ବନମହୋତ୍ସବ ବାତେଲଲିମା ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ ଉପସ୍ଥିତ ସମସ୍ତଙ୍କୁ ମାକ୍ସ ଓ ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଲନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ ବନପାଳ ବୃଷବ ବେଶ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବାତେଲଲିମା ସମିତି ସଭ୍ୟା ବାସନ୍ତୀ ସାମଲ, ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମନାଲିସା ଜେନା, ଶିକ୍ଷକ ତପନ କୁମାର ସାମଲ, ଲାଞ୍ଜିଗଡ ସେକ୍ସନ ବନରକ୍ଷୀ ବିଭୂତି ଭୂଷଣ ନାଏକ, ଫରେଷ୍ଟ ଗାର୍ଡ ବିରଞ୍ଚି ନାରାୟଣ ପଣ୍ଡା, 

Udyog Nursery
Udyogi Nursery

ଲାଞ୍ଜିଗଡ଼ ‘ସମ୍ବାଦ’ ପ୍ରତିନିଧି କ୍ଷମାନିଧି ମହାଖୁଡ଼, ଶିକ୍ଷକ ଅରକ୍ଷିତ ମାଝୀ, ବନବିଭାଗର କର୍ମଚାରୀ ଡିଲେଶ୍ଵର ପ୍ରଧାନ, ବସନ୍ତ ଭୋଇ, ଅମିୟ ତ୍ରିପାଠୀ, ମନୋଜ ପରିଛା, ସୁବାସ ହରିଜନ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ୫୦ରୁ ଉର୍ଦ୍ଧ୍ବ ଚାରାରୋପଣ କରିଥିଲେ ।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.