ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

କୋକସରା,୧୫/୧: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୋଟେର ଗ୍ରାମ ପଞ୍ଚାୟତ ଠାରେ  ରାଜ୍ୟ ସରକାରଙ୍କ ଦ୍ବିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ  ସରକାରୀ ଓ ବେସରକାରୀ ସଂସ୍ଥାରୁ ଆସିଥିବା ଅଧିକାରୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ।

Omkar Vasthu
Omkar Vasthu

କାଲିଆ ଯୋଜନା, ଆମଘରେ ଆମ ଏଲଇଡି, ସ୍ବାସ୍ଥ୍ୟ, ମିଶନ ଶକ୍ତି ଆଦି ବିଭାଗରୁ ବିଭାଗୀୟ କର୍ମଚାରୀ ମାନେ ଜନତାଙ୍କୁ ସଚେତନ କରାଇଥିଲେ।ଏହିଅବସରରେ ସ୍ଥାନୀୟ ସରପଞ୍ଚ ଇଂ ସୁଶୀଲ କୁମାର ଶବର, ଧର୍ମଗଡ ବିଇଓ ଜଗନ୍ନାଥ ନନ୍ଦ, ଜେଇ ସୂର୍ଯ୍ୟ ନାଥ, ପିଇଓ ସତ୍ୟବାନ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସରପଞ୍ଚ ସୁଶିଲ କୁମାର ଶବର ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.