କରୋନା କହର : ଗଣନାଥପୁର ସଟଡାଉନ

କଳାହାଣ୍ଡି,୨୭/୭: ଭବାନୀପାଟଣା ସଦର ବ୍ଲକ ଗୁଡିଆଳିପଦର ପଞ୍ଚାୟତର ଗଣନାଥପୁର ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ୨୬ ତାରିଖ ରବିବାର ରାତି ୯ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ । ଏହି ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସେବା ବିନା ବାକିସବୁ ବନ୍ଦ ରହିବ ।

Omkar Vasthu
Omkar Vasthu

ପ୍ରକାଶ ଯୋଗ୍ୟ, କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ଭବାନୀପାଟଣା ରାମନଗର ପଡ଼ାର ୫ଜଣ, ଚୁରିହାରି ପଡ଼ାର ୨ଜଣ, ପୋଲିସ ରିଜର୍ଭ ଲାଇନର ୨ଜଣ, ଗଣନାଥପୁରର ଜଣେ ଏବଂ ନର୍ଲା ବ୍ଲକ ରେଖପୁର ଗାଁର ଜଣେ ବୋଲି ଜଣାପଡିଛି । ବର୍ତ୍ତମାନ ସମସ୍ତ ଆକ୍ରାନ୍ତ ଭବାନୀପାଟଣା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.