ଦେବେନ୍ଦ୍ର ଭୋଇଙ୍କ କବିତା : ଶୀତ୍

ଶୀତ୍ ଆସିଛେ ହୁଣାର୍ ବାଗି
ସକଲି ଆନିଛେ କାକର୍,
ଛୁଆଁ ଠାନୁ ବୁଢ଼ା ଧଙ୍ଗରା ଧାଙ୍ଗରୀ
ଛାଡ଼ି ଗଲାନା ଟକ୍କର୍ ।।

Omkar Vasthu
Omkar Vasthu

ଶୀତ୍ ଆସିଛେ ରିସେଇ କରି
ଜାଡ୍ ଦଉଛେ ହାଡ ଭଙ୍ଗା,
ହାଡ୍ ଭଙ୍ଗା ଶୀତେ ଥୁର୍ ଥୁରି ଥୁର୍ ଥୁରି
ମନ୍ ନାଇନା ଚାଙ୍ଗା ।।

Pearl dental clinic
Near Ashish Medical Store, Bhawanipatna

ଶୀତ୍ ଆସିଛେ ହୁଁକାର୍ ମାରି
ସଭେ ଗଲେନା ଦଲ୍ ଦଲି
ବେଲ୍ ବସଲେ ଛିନା ଛିନା
ନାଇ ଲାଗ୍ ବାର୍ ଗହଲି ।।

Udyog Nursery
Udyogi Nursery

ଗୋୖଡ଼ଛେଣ୍ଡିଆ
ଜୁନାଗଡ,କଳାହାଣ୍ଡି
ମୋ-୭୬୮୧୮୯୬୪୯୩

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.