ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସଯାତ୍ରା

କଳାହାଣ୍ଡି,୨୩/୧: ମଦନପୁର ରାମପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ମାଁ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହସ୍ଥାପନ ଉତ୍ସବ ଆଜି ଆରମ୍ଭ ହେଇଯାଇଛି । ଆଜି ଅପରାହ୍ଣରେ ଏକ ବିରାଟ କଳସ ଶୋଭାଯାତ୍ରା ପ୍ରକାଶ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଘୁମୁରା, ସଂକୀର୍ତ୍ତନର ତାଳେ ତାଳେ ନଗର ପରିକ୍ରମା କରିବା ପରେ ମନ୍ଦିରରେ ସ୍ଥାପନ କରାଯିବା ପରେ ଗଙ୍ଗା ଆବାହନ, ଅଙ୍କୁରୋପଣ ଅଧିବାସ କାର୍ଯ୍ୟକ୍ରମ ସମ୍ପନ୍ନ ହେଇଥିଲା । ଜଗନ୍ନାଥ ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବାବେଳେ ପଳ୍ପକ୍ସଳ ଭାବରେ ଅନ୍ତର୍ଯ୍ୟାମୀ ମିଶ୍ର, ତ୍ରିଲୋଚନ ଦାଶ, ଅଶୋକ କୁମାର ତ୍ରିପାଠୀ । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କେଦାର ମହାରଣା, ଦିଲୀପ କୁମାର ସାହୁ, ଶିବ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି ।

Omkar Vasthu
Omkar Vasthu

ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Pearl dental clinic
Near Ashish Medical Store, Bhawanipatna

Subscribe us on Youtube👇

http://tiny.cc/odiabarta

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.