ଗ୍ରାମ୍ୟ ସ୍ୱଚ୍ଛତା ଓ ପରିମଳ ଅଭିଯାନ

ରାୟଗଡା,୨୩/୧:

ରାୟଗଡା ଜିଲ୍ଲା ସଦର ବ୍ଲକ ଚାନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମ ଠାରେ ସ୍ପର୍ଶ ସୈାଜନ୍ୟତାରେ ଜେକେ କାଗଜ କଳର ସାମାଜିକ ଦାୟିତ୍ୱବୋଧ ବିଭାଗ ପକ୍ଷରୁ ଗ୍ରାମ୍ୟ ସ୍ୱଚ୍ଛତା ଓ ପରିମଳ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ କମ୍ପାନୀର କାର୍ଯ୍ୟ ନିର୍ବାହୀ ଉପସଭାପତି (କାର୍ଯ୍ୟ) ଶ୍ରୀଯୁକ୍ତ ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । କମ୍ପାନୀ ସିଏସଆର ଅଧିନରେ ଥିବା ୨୬ଟି ଗ୍ରାମରେ ଏହି ଅଭିଯାନ କରାଯିବା ସହ ଗ୍ରାମର ଯୁବକ ସଂଘଗୁଡିକୁ ପରିମଳ କିଟ୍ ବଣ୍ଟନ କରାଯାଇଥିଲା ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗଉଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.