କୋରାପୁଟ ଡିଏଭି କଲେଜ ୨୦୦୨ ବ୍ୟାଚ ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

କୋରାପୁଟ, (ନିରଞ୍ଜନ ଗଉଡ): କୋରାପୁଟ ଡିଏଭି କଲେଜ ୨୦୦୨ ବ୍ୟାଚ ଓଡ଼ିଆ ସ୍ନାତକୋତ୍ତର ବିଭାଗ ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଉପର କୋଲାବ ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରିୟଦର୍ଶିନୀ ନାହାକଙ୍କ ଅଧକ୍ଷ୍ୟତାରେ ଆୟୋଜିତ ଉକ୍ତ ମହାସମାରୋହରେ ୨୦୦୨ ବ୍ୟାଚର ଓଡ଼ିଆ ସ୍ନାତକୋତ୍ତର ଛାତ୍ର ଛାତ୍ରୀମାନେ ଯୋଗଦେଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଦୀର୍ଘ ଅଠର ବର୍ଷ ପରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିବା ଯୋଗୁଁ ସମସ୍ତ ସାଙ୍ଗଙ୍କ ମୁଖରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିଲା। ସମସ୍ତେ ସମସ୍ତଙ୍କ ସୁଖ ଦୁଃଖର ସାଥି ହୋଇ ରହିବେ ବୋଲି ପ୍ରକାଶ କରିବା ସହ ଆଗାମୀ ପ୍ରତ୍ୟେକ ବର୍ଷ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ କରିଥିଲେ।

ଏହି ବନ୍ଧୁ ମିଳନରେ ମିନତୀ ରାଣୀ ନନ୍ଦ, ଅନିତା ମିଶ୍ର, ମଧୁସ୍ମିତା ପାଢ଼ୀ, ସୁଶାନ୍ତ ବେହେରା, ଶିବ ମଦୁଲି, ଅରୁଣ ବାରିକ, ଦୀନବନ୍ଧୁ ପରିଡା, ନିରଞ୍ଜନ ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.