ନର୍ଲା ବ୍ଲକ ଯାଦବ ସମିତି ବୈଠକ ( Visual News)

ଯାଦବ ଭବନ ନିର୍ମାଣ ପାଇଁ ଜମିଦାନ କଲେ ଖଗେଶ୍ବର ଜାଲ

କଳାହାଣ୍ଡି,୨୮/୧: ନର୍ଲା ବ୍ଲକ ଯାଦବ ସମିତିର ନବ ନିର୍ବାଚିତ କାର୍ଯ୍ୟକର୍ତା ମାନଙ୍କ ପ୍ରଥମ ବୈଠକ ପେସିଫିକ୍ ପବ୍ଲିକ ସ୍କୁଲ ନର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଟିର ଗଉଡଙ୍କ ସଭାପତିତ୍ବରେ ଅାୟୋଜିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଯାଦବ ସମିତି ସଭାପତି ରଘୁବୀର ନାଗ ଯୋଗ ଦେଇଖିଲେ । ଏହି ଅବସରରେ ମାଣ୍ଡେଲ ଗ୍ରାମର ଖଗେଶ୍ବର ଜାଲ ଓ ତାଙ୍କ ଧର୍ମପତ୍ନି ରାଧିକା ଜାଲ ଯାଦବ ଭବନ ନିର୍ମାଣ କରିବପାଇଁ । ପ୍ରଦାନ କରିଥିବା ଜମିର ଭୂମିପୂଜନ କ୍ରାଯ୍ୟକ୍ରମ ସମାପନ ହୋଇଥିଲା ।

Omkar Vasthu
Omkar Vasthu

କାର୍ଯ୍ୟକ୍ରମରେ ନୂତନ କର୍ମକର୍ତା, ପୂର୍ବତନ କର୍ମକର୍ତା ସହ ବହୁ ଯାଦବ ଯୋଗ ଦେଇଥିଲେ । ଶିକ୍ଷାବିତ ବିକ୍ରମ ଗଉଡ ମଞ୍ଚ ପରିଚାଳନା କରିଥିବାବେଳେ ପୂର୍ବତନ ସଭାପତି ଟଙ୍କଧର ଭୋଇ, ହୃଷିକେଶ ଭୋଇଙ୍କ ସମେତ ସନ୍ତୋଷ କଠାର, ଦୂଲ୍ଲଭ ମାହାର, ବଦ୍ରି ନାରାୟଣ ନାଗ, ପଦ୍ମଲୋଚନ ଜାଲ, ଦୋଳଚନ୍ଦ୍ର ବାଗ, ଲକ୍ଷ୍ମଣ ସେଲମା, ମାର୍କଣ୍ଡ ଜାଲ, ଲକ୍ଷ୍ମଣ ବାଗ ପ୍ରମୂଖ ସାମାଜିକ ବିଧିବ୍ୟବସ୍ଥା ସହ ସମାଜର ବହୁବିଧ ପ୍ରଗତୀନେଇ ଆଲୋକପାତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ସ୍ବତନ୍ତ୍ର ପ୍ରତିନିଧି ସଞ୍ଜୟ ଧଙ୍ଗଡାମାଝୀଙ୍କ ରିପୋର୍ଟ odiabarta.in


For latest news & views update

Udyog Nursery
Udyogi Nursery

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.