ରାଜ୍ୟରେ ଖୋଲିଲା ୩୮ଟି ନୂତନ ଆହାର କେନ୍ଦ୍ର

ଭୁବନେଶ୍ବର,୧୧/୨ : ରାଜ୍ୟରେ ଖୋଲିଲା ଆଉ ୩୮ଟି ନୂତନ ଆହାର କେନ୍ଦ୍ର । ଆଜି ସଚିବାଳୟ ଠାରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ନୂତନ ଆହାର କେନ୍ଦ୍ର ସବୁର ଶୁଭ  ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆହାର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଖୁସିର କଥାଯେ ଆହାର କେନ୍ଦ୍ର ୧୫୭ରେ ପହଞ୍ଚିଲା। ଏହା ସହିତ ୫୬ଟି ଡାକ୍ତରଖାନା ପରିସରରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି। ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଲୋକ ଏହି ଯୋଜନାରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.