ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ବ୍ଲକସ୍ତରୀୟ ସଚେତନତା ଅଭିଯାନ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ପଂଚାୟତ ସମିତି ସଭା ଗୃହ ଠାରେ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ବନ୍ଧରେ ବ୍ଲକସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମ ଗ୍ରାମ ବୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ସଚେତନତା କରାଇବା।

Omkar Vasthu
Omkar Vasthu


ଏଥିରେ ଓଡିଶା ଜୀବିକା ମିଶନ ବ୍ଳକ ପ୍ରୋଜେକ୍ଟ ମ୍ୟାନେଜର ସୁଧାଂଶୁ ଶେଖର ବିଶ୍ୱାଳ, ବ୍ଳକ ଜୀବିକା ସଂଯୋଜକ ଅଜୟ ମାଝି, ବୃନ୍ଦାବାହାଲ ସେକ୍ଟର ସୁପରଭାଇଜର ଯଶୋବନ୍ତି ନାଏକ, ମାନଝରି ସେକ୍ଟର ସୁପରଭାଇଜର ପଦ୍ମାବତୀ ସାହୁ, ଗୋଲାମୁଣ୍ଡା ସେକ୍ଟର ସୁପରଭାଇଜର ଅଲିଭାରାଣୀ ପଟ୍ଟନାୟକ ତାଲିମ ପ୍ରଦାନ କରିଥିବାବେଳେ ବିଭିନ୍ନ ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.