ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ କୃତିତ୍ୱ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ବର୍ଷ ପ୍ରକାଶ ପାଇଥିବା ପଠାଣି ସାମନ୍ତ ମେଧା ବୃତ୍ତି ପରୀକ୍ଷାରେ କୋକସରା ବ୍ଲକ ଗମ୍ଭାରୀ ଗୁଡା ପଞ୍ଚାୟତ ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ରୋଜୀ ଶବର କୃତିତ୍ୱ ଲାଭ କରିଛନ୍ତି । ରୋଜୀ ହେଉଛନ୍ତି ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମର ବଳରାମ ଶବର ଓ ସୁଭାଶିନୀ ଶବରଙ୍କ ସୁପୁତ୍ରୀ । ରୋଜୀଙ୍କ ଏହି ସଫଳତା ରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ କୁମାର ଷଡ଼ଙ୍ଗୀ, ଚିତ୍ତ ରଞ୍ଜନ ମହାନ୍ତି, ମଳୟ ବାଗ, ଚନ୍ଦ୍ରିକା ପ୍ରଧାନ, ଜ୍ୟୋତି ପ୍ରକାଶ ମହାନନ୍ଦ, ସରିତା ଧର ସାହୁ, ପଦ୍ମନ ସାହୁ, ବର୍ଷା ରାନୀ ସାହୁଙ୍କ ସମେତ ଶିକ୍ଷାନୁଷ୍ଠାନର ସଭାପତି ହୃଷିକେଶ ନାଏକ ଓ ଅଞ୍ଚଳର ସମସ୍ତ ବୁଦ୍ଧିଜୀବି ଓ ସମ୍ପର୍କୀୟ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.