ପ୍ରଶାନ୍ତ ମହାରଣା ହେଲେ ମ.ରାମପୁର ନାଏବ ସରପଞ୍ଚ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପଞ୍ଚାୟତର ନାଏବ ସରପଞ୍ଚ ହେଲେ ପ୍ରଶାନ୍ତ ମହାରଣା (ପିଙ୍କୁ) । ଗୌଡ଼ପଡ଼ା ୱାର୍ଡ଼ ସଭ୍ୟ ରହିଥିବା ପ୍ରଶାନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବାବେଳେ ତାଙ୍କ ସହିତ ଆଉ ଦୁଇଜଣ ପ୍ରତିଦ୍ୱନ୍ଦୀ ରହିଥିଲେ । ଏବଂ ଆଉ ଜଣେ ପ୍ରତିଦ୍ୱନ୍ଦୀଙ୍କ ସହିତ ପ୍ରଶାନ୍ତ ସମାନ ଭୋଟ ପାଇଥିଲେ । ପରେ ଧର୍ମଗୁଳା କରାଯାଇଥିଲା ଏବଂ ଏଥିରେ ପ୍ରଶାନ୍ତ ନାଏବ ସରପଞ୍ଚ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏଠାରେ ସୂଚନାଥାଉ କି, ପ୍ରଶାନ୍ତ ମହାରଣା ଜଣେ ବହୁମୁଖୀ ପ୍ରତିଭା ର ଅଧିକାରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.