ଉତ୍କେଲାରେ ବଢୁଛି ଦୁର୍ବୁତ୍ତ ମାନଙ୍କ ଉତ୍ପାତ

ଓଡ଼ିଆ ବାର୍ତ୍ତା/ ଉତ୍କେଲା (ଅର୍ଜୁନ ପୋଢ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ପେଟ୍ରୋଲ ପମ୍ପ ପାଖରେ ଲଗାତାର କିଛି ଦିନ ହେଲା କେତେକ ଦୁର୍ବୁତ୍ତ ଗାଡି ଡ୍ରାଇଭର ମାନଙ୍କ ଠାରୁ ଲୁଟମାର କରି ମୋବାଇଲ ଓ ଟଙ୍କା ପଇସା ଛଡାଇ ନେଉଥିବା ଜଣାପଡିଛି । ତେବେ ଡ୍ରାଇଭରମାନେ ବାହାର ରାଜ୍ୟର ହୋଇ ଥିବାରୁ ଆହୁରି ହଇରାଣ ହେବୁ ବୋଲି ଡରରେ ଅଭିଯୋଗ କରୁନଥିବା ଶୁଣାଯାଉଛି । ପଅର ଦିନ ପେଟ୍ରୋଲ ପମ୍ଫ ପାଖ ଢାବାରେ ଦୁଇ ଡ୍ରାଇଭର ଗାଡି ରଖି ଶୋଇଥିବା ସମୟରେ ତାଙ୍କରି ପକେଟ କାଟି ପଇସା ନେଇଥିବା ପୋଲିସରେ ଅଭିଯୋଗ କରିଥିବା ବେଲେ ପୁଣି ଗୁରବାର ରାତିରେ ଡ୍ରାଇଭର ମାନଙ୍କ ଠାରୁ ଲୁଟ ହୋଇଥିବା ଜଣାପଡିଛି । ଏଥିପ୍ରତି ଦୃଷ୍ଟି ଦେଇ ପୋଲିସ କଡାକଡି ପେଟ୍ରୋଲିଂ କରିବାକୁ ସାଧାରଣରେ ଦାବୀ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.