ଶ୍ରେୟସ ଆୟରଙ୍କ ଜବରଦସ୍ତ ବ୍ୟାଟିଂ: ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଲା ମୁମ୍ବାଇ

ଓଡ଼ିଆ ବାର୍ତ୍ତା/ କୋଲକତା: ଘରୋଇ ଟି -୨୦ ଟୁର୍ନାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିରେ ଧୂଆଁଦାର ବ୍ୟାଟିଂ କରିଛନ୍ତି ଶ୍ରେୟସ ଆୟର । ଯାହା ଫଳରେ ମୁମ୍ବାଇ ଫାଇନାଲରେ ପହଁଚିପାରିଛି । ସେମିଫାଇନାଲରେ ମୁମ୍ବାଇ ବିଦର୍ଭକୁ ହରାଇଛି ।  ସେମିଫାଇନାଲ ମ୍ୟାଚ୍ ଗୁରୁବାର ଖେଳାଯାଇଥିଲା । ବିଦର୍ଭ ଏବଂ ମୁମ୍ବାଇ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ହଇଚଇ ସୃଷ୍ଟି କରିଥିଲେ ।ଟି -୨୦ ବିଶ୍ୱକପରୁ ଅନୁମତି ଆଣି ଘରୋଇ ମ୍ୟାଚ ଖେଳୁଥିବା  ଶ୍ରେୟାସ ଆୟର ୪୪ ବଲରେ ୭୩ ରନ୍ ସଂଗ୍ରହ କରିଥିଲେ। ଚୈାକା ଓ ଛଅ ବର୍ଷା କରିଥିଲେ ଆୟର । ସେ ୭ ଟି ଚୈାକା ଓ  ୪ଟି  ଛକା ମାରିଥିଲେ। ୧୬୫.୯୧ ଷ୍ଟ୍ରାଇକ୍ ହାରରେ ଶ୍ରେୟାସଙ୍କ ଧୂଆଁଧାର  ଇନିଂସ ଖେଳିବା ପରେ ମୁମ୍ବାଇ ସହଜ ବିଜୟ ହାସଲ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.