କଳାହାଣ୍ଡି : ଗୁରୁବାର ଭୋଟ ଦେବା ପରେ ବୁଢିପଦର (ନର୍ଲା) ପୁଲିଙ୍ଗ ବୁଥ୍ ବାହାରେ ଯୁବ ଭୋଟର । ଭାରତୀୟ ଗଣତନ୍ତ୍ର ମହାନପର୍ବ ମତଦାନରେ ସାମିଲ ହୋଇ ଆମେ ଗର୍ବିତ ବୋଲି ଏହି ବୁଥରେ ଭୋଟ ଦେଇଥିବା ପ୍ରଥମ ପିଢିର ଭୋଟର ମୁନ୍ନା, ପ୍ରକାଶ, ସଲିଲ, ଅନିଲ, ଟୁବୁ, ବିକାଶ, ରମା, ପରମାନନ୍ଦ, ନେପାଲ, ପ୍ରମୋଦ, ନରେଶ, ସୁରଥ, କୌଶିକ, ସ୍ବାଧୀନ, ଜଟ ଓ ଶତ୍ରୁଘନ ଆଦି ମତ ପ୍ରକାଶ କରିଛନ୍ତି ।