ହରେ ରାମ ସୀତାପତି ରାବଣାରେ
ଖରାରେ ମୁରାରେଃସୂରାରେ ପରେତି
ଲପନ୍ତଂ ନୟନ୍ତଂ ସଦାକାଳମେବଂ
ସମାଲୋକୟ ଲୋକୟୋଶେଷ ବନ୍ଧୋ ।।
– ଶ୍ରୀରାମ ଭୂଜଙ୍ଗ ପ୍ରୟୋତସ୍ତୋତ୍ରମ୍-୨୮
ହେ ହରି, ରାମ, ସୀତାପତି ରାବଣାରି; ହେ ହରାରି, ମୁରାରି, ଅସୁରାରି; ହେ ଜଗତର ବନ୍ଧୁ, ତୁମକୁ ଶ୍ରେଷ୍ଠ ଜ୍ଞାନରେ ଭଜନ କରୁଥିବା ଲୋକଙ୍କ ପ୍ରତି ପ୍ରସନ୍ନ ହୁଅ ।
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇