ଭୁବନେଶ୍ବର – ଝାରସୁଗୁଡା ବିମାନ ଚଲାଚଳ ଆରମ୍ଭ

ଭୁବନେଶ୍ବର,୫/୬ : ସମସ୍ତ ପ୍ରକାର ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱର – ଝାରସୁଗୁଡା ମଧ୍ୟରେ ଆରମ୍ଭ ହୋଇଛି ବିମାନ ଚଲାଚଳ । ଆଜି ଭୁବନେଶ୍ବର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଯ୍ୟାତିୟ ବିମାନ ବନ୍ଦରରୁ ଆଲିଆନ୍ସ ଏୟାର ର ଏକ ବିମାନ ୭୨ ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଞ୍ଚିଥିଲା । ସେହିପରି୫୪ ଜଣ ଯାତ୍ରୀ ଝାରସୁଗୁଡାରୁ ଭୁବନେଶ୍ବର ଯାଇଥିଲେ । ଉଡାଣ ଯୋଜନାରେ ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡା-ଭୁବନେଶ୍ୱର-ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.