ବିକଶିତ ଭାରତ ସଂକଳ୍ପ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ବିକଶିତ ଭାରତ ସଂକଳ୍ପ ଯାତ୍ରା କର୍ଲାମୁଣ୍ଡା ବ୍ଲକରେ ଆୟୋଜିତ ହୋଇଯାଇଛି । ରିଞ୍ଜା ପଞ୍ଚାୟତରେ ରଥ ପହଞ୍ଚିବା ପରେ ଆୟୋଜିତ ସଂକଳ୍ପ ସମାବେଶରେ ସରପଞ୍ଚ ପଞ୍ଚାନନ ବାଗ ଅଧ୍ୟକ୍ଷତା କରିଥିଲେ । ଆଇସିଡିଏସ ସୁପରଭାଇଜର ଗୀତା ହରିଜନ, ପିଇଓ ପରମାନନ୍ଦ ମାଝୀ ଉପସ୍ଥିତ ଥିବାବେଳେ ଜି ଆର ଏସ ଶିବ ଭୋଇ ସଭା ସଂଯୋଜନା କରିଥିଲେ । ବିଶ୍ଵକର୍ମା ଯୋଜନା ସଂଯୋଜକ ଘନଶ୍ୟାମ ଗହୀର, ବିଜେପି ଓଵିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ରିଞ୍ଜା ପୋଷ୍ଟମାଷ୍ଟର ଗଣେଷ ସାହୁ, କେସିଙ୍ଗା ପୋଷ୍ଟାଲ ସବ‌ଡିଭିଜନାଲ ଓଭରସିଅର ଅରୁଣ ଭୋଇ, ବିଜେପି ଏସଟି ମୋର୍ଚ୍ଚା ସଭାପତି ଗଣେଶ କୁମାର, ରିଞ୍ଜା ସମିତି ସଭ୍ୟ ଆନନ୍ଦ ନାଗ, ଓଵିସି ମୋର୍ଚ୍ଚା ସଭାପତି ଶିଶିର ସାହୁ, ଵିଜେପି ନେତ୍ରୀ ଜୟନ୍ତୀ ସାହୁ, ଶୁଭ୍ରାଂଶୁ ସାହୁ, ଏପିଓ ଲିଜା ବରିହା, ସାମ୍ବାଦିକ ନବୀନ ସାହୁ ପ୍ରମୁଖ ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବିକଶିତ ଉପରେ ମତବ୍ୟକ୍ତ ରଖିଥିଲେ। ଓ୍ୱାଡସଭ୍ୟା ହିରାଵତୀ ସାହୁ, ଧୁଵଲେ ବାଗ, ତେଜରାଜ ସାହୁ, ଦାଶରଥି ସେଲମା, ଚନ୍ଦ୍ରୁ ସାହୁ, ନୀଳମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.