ପୁରୁଷୋତ୍ତମପୁର ସହରରେ ଏଚଡିଏଫସି ବ୍ୟାଙ୍କର ଶୁଭ ଉଦଘାଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରର ତହସିଲ ଅଫିସ ସାମ୍ନାରେ ଆରମ୍ଭ ହୋଇଥିବା ନେସନାଲଇଜ ଏଚ ଡି ଏଫ ସି ବ୍ୟାଙ୍କ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ବ୍ଲକ ଅଧକ୍ଷା ଶ୍ରୀମତୀ ପିଙ୍କି ବେହେରା ଙ୍କ କର କମଳ ରେ ହୋଇଥିଲା ବେଳେ, ଅନ୍ୟ ଉପସ୍ଥିତ ଅତିଥିମାନେ ହେଲେ ଏନଏସିର ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର, 36ନଂ ଜିଲପରିଷଦ ସଦସ୍ୟ ଭଜମନ ବେହେରା, ଆଛୁଳି ସରପଞ୍ଚ ସୁଧାକର ଗୌଡ଼, ଭୁତ ସରସିଙ୍ଗି ଯୁବନେତା ସଂଜୀବ କୁମାର ଜେନା, ତାପସ ବେହେରା, ଜଗତବନ୍ଧୁ ପଣ୍ଡା, ଗୀତାଞ୍ଜଳୀ ମହାନ୍ତି, ସ୍ୱପ୍ନା ମହାନ୍ତି ପ୍ରମୁଖ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବ୍ରାଞ୍ଚ ର ମେନେଜର ପ୍ରଭାତ ସାହୁ, କ୍ଲଷ୍ଟର ହେଡ଼ ସନତ ପାଢ଼ୀ, ଓ ସର୍କଲହେଡ଼ସୁଶାନ୍ତପାଣିଗ୍ରାହୀ, ତେବେ ସନତ ପାଢ଼ୀଙ୍କ କହିବା କଥା ଅନ୍ୟ ବେଙ୍କ ଠାରୁ ଏହି ହେଚ ଡି ଏଫ ସି ବେଙ୍କର କାର୍ଯ୍ୟ ଶୈଳୀ,ଉର୍ନ୍ନତ ମାନର ଜ୍ଞାନ କୌଶଳ ନିଶ୍ଚିତ ଭାବେ ଗ୍ରାହକ ମାନଙ୍କୁଆକୃଷ୍ଟ କରିବାରେ ସହାୟଜ ହେବ | ବେଙ୍କ ନିକଟକୁ ଗ୍ରାହକ ମାନେ ନ ଆସି ମଧ୍ୟ ସେମାନଙ୍କ ମୋବାଇଲ ମାଧ୍ୟମରେ ବେଙ୍କର ସବୁସୁବିଧା ସହଯୋଗ ପାଇ ପାରିବେ | ଏହାସହ ଏହାର ଏଟିଏମ ରେ କାର୍ଡ କୁ ସଂଯୋଗୀ କରଣ ନ କରିମଧ୍ୟ ଟଙ୍କା ଉଠାଣ କରି ପାରିବେ |

Udyog Nursery
Udyogi Nursery

ତେଣୁ ଏହି ନୂତନ ଟେକନୋଲୋଜି ବେଙ୍କ ସିଷ୍ଟମ ରେ ଗ୍ରାହକ ମାନେ ଭରପୁର ଫାଇଦା ପାଇ ପାରିବେ | ତେଣୁ ଭାରତ ସହ ଓଡ଼ିଶାର ବିଭିର୍ଣ୍ଣ ବ୍ଲକ ରେ ଉପଲବ୍ଧ ଏହି ନେସନାଲ ବେଙ୍କର ସୁବିଧା ଗ୍ରାହକ ମାନେ ନିଅନ୍ତୁ | ଏଠାରେ ଉପଲବ୍ଧ ଥିବା ଭାରତୀୟ ଷ୍ଟେଟ ବେଙ୍କ, ଆନ୍ଦ୍ରବେଙ୍କ, ୟୁନିଅନ ବେଙ୍କ,ଏକ୍ସିସ ବେଙ୍କ, ଓଭରସିଜ ବେଙ୍କ ଥିବା ବେଳେ ଏହି ବ୍ୟଙ୍କ ସମସ୍ତଙ୍କ ଠାରୁ ଉତ୍ତମ ସେବା ଯୋଗାଇ ବାରେ ପୂର୍ଣ୍ଣ ସହାୟକ ହେବ ବୋଲି କହିଛନ୍ତି |ତେବେ ଏହି କାର୍ଯ୍ୟ ରେ ବେଙ୍କର ଅନ୍ୟାନ୍ୟ ଷ୍ଟାଫ ରବୀନ୍ଦ୍ର ସାହୁ, ସିଦ୍ଧାନ୍ତ ପାତ୍ର, ପ୍ରସନ୍ନ, ନିତାଧି ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.