Skip to content
Search
Search
ମୋ ଓଡ଼ିଶା
ଦେଶ-ବିଦେଶ
ରାଜନୀତି
କଳା-ସଂସ୍କୃତି
ସାହିତ୍ୟ
କ୍ରୀଡ଼ା
ମନୋରଞ୍ଜନ
ଜୀବନରଙ୍ଗ
ଅପରାଧ
ଭିଡିଓ ବାର୍ତ୍ତା
ବିଚାର
ସଂପାଦକୀୟ
e-Paper
OdiaBarta.in
24x7News&Views
ବ୍ରେକିଂ ବାର୍ତ୍ତା
ମଧୁପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
୨୮ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ
ପ୍ରଗତି ଶିକ୍ଷାନୁଷ୍ଠାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ବିଭୁତି ଭୂଷଣ ହରିଜନ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ଭାବେ ହେଲେ ସମ୍ମାନିତ
ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ
Home
ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାର ଗାଥା
କଳା-ସଂସ୍କୃତି
ଲକ୍ଷ୍ମୀ ପୁରାଣରେ ମାଣବସା ଗୁରୁବାର ଗାଥା
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ। ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ। ସେ ଘର ଘର ବୁଲିଲେ। ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ଏହା ଶୁଣି ବଳରାମ କୋପକଲେ। ଅପମାନିତ ହୋଇ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗଲେ। ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା। ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକାଣୀଙ୍କୁ ଲୋଡ଼ିଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।
Omkar Vasthu
Near Ashish Medical Store, Bhawanipatna
Udyogi Nursery
Sunil Kumar Dhangadamajhi
𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛
http://odiabarta.in
Post navigation
ପ୍ରତିଭା ପକ୍ଷରୁ ‘ଜନଜାତିୟ ଜୀବନ କଳା ଓ ପାରମ୍ପରିକ ନୃତ୍ୟ’ ଶୀର୍ଷକ ଆଲୋଚନାଚକ୍ର
ବ୍ରଜବିହାରରେ ୪୦ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଘାଟିତ
ସତେଜ ବାର୍ତ୍ତା
ମୋ ଓଡ଼ିଶା
ମଧୁପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
2 hours ago
Sunil Kumar Dhangadamajhi
ମୋ ଓଡ଼ିଶା
୨୮ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ
3 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ପ୍ରଗତି ଶିକ୍ଷାନୁଷ୍ଠାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
6 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଭୁତି ଭୂଷଣ ହରିଜନ କଳାହାଣ୍ଡି ଜିଲ୍ଲାର ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ଭାବେ ହେଲେ ସମ୍ମାନିତ
10 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ
22 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ସାଧାରଣତନ୍ତ୍ର ଦିବସ ଅବସରରେ ସ୍ଵେଟର ବଣ୍ଟନ
22 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବଡ଼ଗୁଣ୍ଡରୀ ଠାରେ ବାବା ସାହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ
22 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ଜାମଖୁଣ୍ଟା ସାଧୁ ଗୌଡେଶ୍ୱର ଯୁବକ ସଂଘ ଆନୁକୂଲ୍ୟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
23 hours ago
Sunil Kumar Dhangadamajhi
ମୋ ଓଡ଼ିଶା
ବସପା ତରଫରୁ ଗଣତନ୍ତ୍ର ଦିବସ ପାଳିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
‘ନିୟମଗିରି ବଞ୍ଚାଅ ବେଦାନ୍ତ କମ୍ପାନୀ ହଟାଅ’
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହୋତ୍ସବ ପାଳନ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାରେ ପାଳିତ ହେଲା ୭୭ତମ ଗଣତନ୍ତ୍ର ଦିବସ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ୭୭ତମ ଗଣତନ୍ତ୍ର ଦିବସ ପାଳିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଗଣତନ୍ତ୍ର ଦିବସ ପାଳିତ
1 day ago
Sunil Kumar Dhangadamajhi
ମୋ ଓଡ଼ିଶା
ଯୋରାଡବରାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
1 day ago
Sunil Kumar Dhangadamajhi
ଦେଶ-ବିଦେଶ
ମୋ ଓଡ଼ିଶା
ଭାରତର ସର୍ବୋଚ୍ଚ ବିଧି ‘ଭାରତୀୟ ସମ୍ବିଧାନ’
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
କରମତଲା ଫୁଟବଲ: ଟିକ୍ରାପଡ଼ା ଚମ୍ପିୟାନ
2 days ago
Sunil Kumar Dhangadamajhi
କଳା-ସଂସ୍କୃତି
ଜୀବନରଙ୍ଗ
ମୋ ଓଡ଼ିଶା
ସାହିତ୍ୟ
ଲୋକସାହିତ୍ୟ ଗବେଷକ ତଥା ଶିକ୍ଷାବିତ୍ ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲେଶ୍ୱରରେ ଉନ୍ମୋଚିତ ହେଲା ପୂର୍ବତନ ସାଂସଦ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ପ୍ରତିମୂର୍ତ୍ତି
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବକଟପୁର ମାଁ ହିରାନୀଳାଙ୍କ ଝାମୁଯାତ୍ରା ମହୋତ୍ସବରେ ଉଦଘାଟିତ ହେଲା ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସୂଚନା ଫଳକରେ ପିଟି ହେଲା ବାଇକ, ଜଣେ ମୃତ ଜଣେ ଗୁରୁତର
2 days ago
Sunil Kumar Dhangadamajhi
କ୍ରୀଡ଼ା
ମୋ ଓଡ଼ିଶା
ଟିକ୍ରାପଡ଼ା ଫୁଟବଲ ଟୁର୍ନାମେଣ୍ଟ: ଝରବାହାଲି ଚମ୍ପିୟାନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
କଣ୍ଟାବାଞ୍ଜିରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତୃତୀୟ ଲିଙ୍ଗୀଙ୍କ ଅଧିକାର ଉପରେ ଆଇନଗତ ସଚେତନତା କାର୍ଯ୍ୟକ୍ରମ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
‘ସୀତାକାନ୍ତଙ୍କ କବିତାରେ ମିଥ୍ ର ପ୍ରୟୋଗ ଅନନ୍ୟ’
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବାଲୁଗାଁ ମହାବିଦ୍ୟାଳୟର ଇଂରାଜୀ ସାହିତ୍ଯିକ ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଏବଂ ନୂତନ ଅଧ୍ୟାପକଙ୍କୁ ସ୍ବାଗତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଗାଈକୁ ଧକ୍କା ଦେଇ ପୋଲରେ ଫସିଲା ଟ୍ରଲର: ଭବାନୀପାଟଣା-ରାୟଗଡ଼ ରାସ୍ତା ଜାମ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
+୨ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
୨୬ରେ ବଡ଼ଗୁଣ୍ଡରୀ ଠାରେ ହେବ ଡ଼ଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଚୂରଗାଁ ହାଇସ୍କୁଲର ବାର୍ଷିକ କ୍ରୀଡା ଉଦଯାପିତ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଘୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ
2 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସମ୍ବଲପୁର: ୱାନ ଷ୍ଟପ୍ ସେଣ୍ଟର ସଖୀ ତରଫରୁ ଜାତୀୟ କନ୍ୟା ଦିବସ ୨୦୨୬ ଅନୁଷ୍ଠିତ
2 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
ଖେଳ ସାମଗ୍ରୀ କିଣା ଦୁର୍ନୀତି ପ୍ରସଙ୍ଗ ଶୀତଳ ଭଣ୍ଡାରରେ: ଅବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
୨୮ରେ ନବନିର୍ମାଣ କୃଷକ ସଂଗଠନର କଳାହାଣ୍ଡି ବନ୍ଦ ଡାକରା
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ତାରା ତାରିଣୀଙ୍କ ପୀଠରେ ପଞ୍ଚାୟତ ସ୍ତରୀୟ ଇସି ମେମ୍ବରଙ୍କ ବଣଭୋଜୀ ଓ ବିଭିନ୍ନ ପ୍ରତିଯୋଗିତା
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଅକ୍ସଫୋର୍ଡ ପବ୍ଲିକ ସ୍କୁଲର ବାର୍ଷିକଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଡିଆଇଇଟି ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ବିଶ୍ଵନାଥପୁର ସରସ୍ଵତୀ ଶିଶୁମନ୍ଦିରର ପ୍ରଥମ ବାର୍ଷିକୋତ୍ସବ
3 days ago
Sunil Kumar Dhangadamajhi
ବିଚାର
ମୋ ଓଡ଼ିଶା
କଳା ଘୋଡା ଗାଡିରେ ଚାଲିଛି ଲୁହାମୁଦି ବିକ୍ରୀ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସରିଆଁରେ ନେତାଜୀ ଜୟନ୍ତୀ ପାଳିତ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ସିନାପାଲି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ
3 days ago
Sunil Kumar Dhangadamajhi
ମୋ ଓଡ଼ିଶା
ସାହିତ୍ୟ
କବି, ଚିତ୍ରଶିଳ୍ପୀ ଡା. ଦୀନବଂଧୁ ସାହୁଙ୍କ ହିନ୍ଦୀ ଅନୂଦିତ କାବ୍ୟଗ୍ରନ୍ଥ ‘ଜୀବନଭୋଗ’ ଉନ୍ମୋଚିତ
3 days ago
Sunil Kumar Dhangadamajhi
କଳା-ସଂସ୍କୃତି
ମୋ ଓଡ଼ିଶା
ଝରବାହାଲିରେ ଶ୍ରୀମଦ ଭାଗବତ ପାରାୟଣ ସମ୍ପନ୍ନ
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ଯୋଷେପ ଯୋନସନ ବାରା ମେମୋରିଆଲ ଟ୍ରଷ୍ଟ ତରଫରୁ ନେତାଜୀ ଜୟନ୍ତୀ ଓ ସରସ୍ବତୀ ପୂଜା
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର ସଫଳତା
4 days ago
Sunil Kumar Dhangadamajhi
ମୋ ଓଡ଼ିଶା
ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ
4 days ago
Sunil Kumar Dhangadamajhi
error:
You are not allowed to copy this content. Thank you.