ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଓଡିଆ ବାର୍ତ୍ତା/ଭୁତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ଏହାର ୧୨୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି।

Omkar Vasthu
Omkar Vasthu

ଏହି ଅବସରରେ ହେବାକୁ ଥିବା ୨୫ ଟି କାର୍ଯ୍ୟକ୍ରମ ମଧ୍ୟରୁ ନବମ କାର୍ଯ୍ୟକ୍ରମ ରୂପେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମ ରେ ୧୩୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ସର୍ବାମୋଟ ୨୪ ଟି କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ।

Udyog Nursery
Udyogi Nursery

ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ମୋ ବିଦ୍ୟାଳୟ ସଭାପତି ଚିନ୍ତାମଣି ଚୈ।ଧୁରୀ ଯୋଗଦେଇଥିଲେ।

ମଞ୍ଚ ପରିଚାଳନା ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରୀୟଦର୍ଶନୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ନେପାଳ ବେହେରା।

ବିଷ୍ଣୁପ୍ରିୟା ଗିରି, ଆର୍ଶିବାଦ ସାହୁ , ତେଜରାଜ ଥନାପତି, ମୋହନ ଚୈଧୁରୀ, ପୁରୁଷୋତ୍ତମ ବାଗ, କୈଳାସ ଚନ୍ଦ୍ର ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.