ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂତନ ଗୃହ ପ୍ରତିଷ୍ଠା ଉତ୍ସବ : ୧୧ରେ ପୁଷପୁନି ଭେଟ୍

କଳାହାଣ୍ଡି, ୯/୧ (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ବୁଧବାର ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଅବସରରେ ଅନୁଷ୍ଠିତ ହୋମରେ ସଂପାଦକ ହେମନ୍ତ ସାହୁ କର୍ତ୍ତା ଓ ଉଦ୍ଧବ ପଣ୍ଡା ପୂଜକ ତାଇତ୍ବ ନିର୍ବାହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ସଭାପତି ପଦ୍ମଲୋଚନ ମିଶ୍ର ନେତୃତ୍ୱ ନେଇଥିବାବେଳେ କୋଷାଧ୍ୟକ୍ଷ ଉଦୟ ନାୟକଙ୍କ ସମେତ ସତ୍ୟନାରାୟଣ ଶତପଥୀ, ସୁବାସଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, କମ୍ବୁପାଣି ମିଶ୍ର, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ କୁମାର ମିଶ୍ର, ପରମାନନ୍ଦ ବିଶି,ସୁରେନ୍ଦ୍ର ମହାଖୁଡ଼,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପବନ କୁମାର ମହାଲିକ, ହୃଦାନନ୍ଦ ସାହୁ, ରମେଶଚନ୍ଦ୍ର ମିଶ୍ର, ଲଳିତ କୁମାର ମହାଲିକ, ସରୋଜ କୁମାର ଘଡ଼େଇ, ସତ୍ୟନାରାୟଣ ସାହୁ, ସତ୍ୟ ମହାଖୁଡ଼, ମାନସ ରଂଜନ ପ୍ରହରାଜ, ରାଜେଶ କୁମାର ଶତପଥୀ, ସଞ୍ଜୁକ୍ତା ପୁରୋହିତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିସହିତ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁଷପୁନି ଭେଟ ଆସନ୍ତା ୧୧ ତାରିଖ ଶନିବାର ସଂସଦ ପରିସରରେ ମହାସମାରୋହରେ ପାଳିତ ହେବ ବୋଲି ସଂପାଦକ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.