ଗାଁ ଭିତରକୁ ପଶି ଆସୁଛି ଡ୍ରେନ ପାଣି, ଅସନ୍ତୁଷ୍ଟ ଗ୍ରାମବାସୀ

ସଇଁତଲା,୧୩/୬: ଏହି ବ୍ଲକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜଲିଆଦର୍ହ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ ପାଣି ଜମା ହେଉଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ଆଧାରରେ ବର୍ଷା ଋତୁ ଆସିଲା ପରେ ଗ୍ରାମ୍ୟ ରାସ୍ତା ଓ ବିଦ୍ୟାଳୟ ସମ୍ମୁଖରେ ପାଣି ଜମିବା ସହ ନଳକୂପ ଡ୍ରେନର ପାଣି ମଧ୍ୟ ଗାଁ ଭିତରକୁ ପଶିଆସି ଥାଏ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବହୁ ଦିନ ହେଲା ଗ୍ରାମବାସୀ ପଞ୍ଚାୟତକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ କୋୖଣସି ପଦକ୍ଷେପ ନେଉନଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ କିଛି ସୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଏହାର ସମାଧାନ ନହୁଏ ଓ ଗ୍ରାମ ବାସୀ ରୋଗର ଶିକାର ହୁଅନ୍ତି ତେବେ ଏହାର ଦାୟି କିଏ ହେବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Udyog Nursery
Udyogi Nursery
ସଇଁତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.