କଲରାପତରିଆ ବାଘ ଛାଲ ଜବତ 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ଖଡ଼ିଆଳ ବନଖଣ୍ଡ ବିଭାଗ ଉଦ୍ୟାନବନ୍ଧ ରେଞ୍ଜ ଅନ୍ତର୍ଗତ କୁମୁଟିମୁଣ୍ଡା ଗ୍ରାମ ପାଖରୁ ଇନାୟତ ଅଲ୍ଲୀ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ବନ୍ୟଜନ୍ତୁ ବନ୍ୟ ପ୍ରାଣୀ ମାମଲା ରୁଜୁ କରି ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି। ବାଘ ଛାଲରୁ ଜଣାପଡୁଛି ଯେ ବାଘ ବୟସ ଏବଂ ଓଜନ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣା ନେଇ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଧାରା ୫୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.