ଶ୍ରୀ ଜଗନ୍ନାଥ ସଂସ୍କୃତି ଦ୍ୱାରା ୧୭୮ତମ କଥାମୃତ ଓ ଭଜନ ସତସଙ୍ଗ ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବ୍ୟାସକବି ଫକୀର ମୋହନ ଭବନ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଦ୍ୱାରା ୧୭୮ତମ କଥାମୃତ ଓ ଭଜନ ସତସଙ୍ଗ ଗୁଗୁଲ ମିଟ ଜରିଆରେ ଆୟୋଜିତ ହୋଇଯାଇଅଛି। ଡ଼ଃ ହର ପ୍ରସନ୍ନ ଦାସଙ୍କ ଶୀର୍ଷକ ‘ଜଗନ୍ନାଥ କଲେଯା ଅନାଥରେ’ ଆଲୋଚନା ପ୍ରସଙ୍ଗ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସମ୍ପାଦକ ନାରାୟଣ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସ୍ୱରୂପ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଦୁର୍ଗା ଚରଣ ଦାସ, ଏଲିଜା ଦାସ, ଗାନ୍ଧୀ ଚୌଧୁରୀ, ଦାଶରଥୀ ସେନ୍ଧା, ଦେବି ପ୍ରସାଦ ମିଶ୍ର, ଦିଲୀପ କୁମାର ଥୋଟା, ଦୀନବନ୍ଧୁ ଦର୍ଜୀ, ଡ଼ଃ ସୀମନ୍ତ କୁମାର ନନ୍ଦ, ଗୀତା ପଣ୍ଡା, ବାବାଜୀ ଚରଣ ବିଶ୍ୱାଳ, ଆଶିଷ ମହାନ୍ତି, ସାହିତ୍ୟିକ ତ୍ରିନାଥ ପଟ୍ଟନାୟକ, ଆରତୀ କର, ବାଲ୍ମୀକି ପାତ୍ର, ବଂଶୀଧର ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.