ଜେକେ କାଗଜ କଳ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସ୍କୁଲବେଶ ବଣ୍ଟନ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢା ପ୍ରତି ଉଦାସୀନ ଭାବ ଦେଖାଯାଇଛି । ଏହି ସମୟରେ ସେମାନଙ୍କ ମୁହଁରେ ଉତ୍ସାହ ନିର୍ମାଣ ପାଇଁ ଜେକେ କାଗଜ କଳ ତରଫରୁ ପୋଷାକ ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତରେ ପେଂଟା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ଜେକେପୁର ସ୍ଥିତ ଗୋପବନ୍ଧୁ ଦ୍ୱିଭାଷୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ରାୟଗଡ ବିଡିଓ ଲକ୍ଷ୍ମୀନାରାୟଣ ସାବତ ଯୋଗଦେଇ ସ୍କୁଲବେଶ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରୀ ଏବଂ ବିଦ୍ୟାଳୟ କର୍ତୁପକ୍ଷମାନେ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆଖପାଖରେ ଥିବା ୧୨ଟି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନରତ କରୁଥିବା ୨୨ଶହ ପିଲା ଉପକୃତ ହେବେ ବୋଲି କମ୍ପାନୀ କର୍ତ୍ତୁପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.