କବିତା: ମୁଁ ବିକଳାଙ୍ଗ

Omkar Vasthu
Omkar Vasthu

✒️ଡୁଇଟ୍ ଡେଭିଡ୍ ଫିଲିପ୍

ମୁଁ କରିପାରୁନି ଆଉ ଅନ୍ୟଜଣେ କରି ପାରୁଛି
ତାହାହେଲେ ନକରି ପାରିବା ଲୋକ ବିକଳାଙ୍ଗ।

Pearl dental clinic
Near Ashish Medical Store, Bhawanipatna

ଏହା ଏକ ବାସ୍ତବିକତା ଓ ମାନସିକତା
ଜୀବନର କୌଣସି ମୁହୂର୍ତ୍ତରେ ଜଣେ ବିକଳାଙ୍ଗ ହୋଇପାରେ।

Udyog Nursery
Udyogi Nursery

ସାମାଜିକ ଓ ଭୌତିକ ବ୍ୟବସ୍ଥା ବିକଳାଙ୍ଗକୁ ଆତ୍ମ ନିର୍ଭର କରି ଦେଇ ପରେ।

ପ୍ରତେକ୍ ମଣିଷ ବିକଳାଙ୍ଗ
କାରଣ ସମସ୍ତେ ସବୁ କରି ପାରୁନାହାନ୍ତି।

ସୂଚନା ଓ ବ୍ୟବସ୍ଥା,
ମାନସିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା
ମୂଲ୍ଭୂତ ସୁବିଧା ବିକଳାଙ୍ଗକୁ ସ୍ବାବଲମ୍ବୀ କରିଥାଏ।

ନୀୟମିତ ପ୍ରଚେଷ୍ଟା, ସୂଚନା ଓ ବ୍ୟବସ୍ଥା
ଆମକୁ ବିକଳାଙ୍ଗ ହେବାରୁ ମୁକ୍ତ କରିପାରିବ।

ମାଆର ଶରୀର ଓ ମନ,
ପରବର୍ତ୍ତୀ ସମୟରେ
ସମାଜ ଓ ରାଜ୍ୟ,
ବିକଳାଙ୍ଗ ହେବା ଓ ନହେବାରେ ନିର୍ଭର କରେ।

ମୋର ବ୍ୟକ୍ତି ଗତ ମତ
ଆମେ ସମସ୍ତେ ବିକଳାଙ୍ଗ।

ପ୍ରେମ, କ୍ଷମା, ଦୟା, ସମ୍ମାନ, ସାହାଯ୍ୟ
ଶିଶୁକୁ ଛୋଟରୁ ବଡ଼ କରେ
ପରେ ଏହି ଶିଶୁ
ପ୍ରେମ, କ୍ଷମା, ଦୟା, ସମ୍ମାନ, ସାହାଯ୍ୟ ଭୁଲିଯାଏ।

ନୀୟମିତ ପ୍ରଚେଷ୍ଟା, ସୂଚନା ଓ ବ୍ୟବସ୍ଥା
ଆମକୁ ବିକଳାଙ୍ଗ ହେବାରୁ ମୁକ୍ତ କରିପାରିବ
କିନ୍ତୁ, ପ୍ରେମ, କ୍ଷମା, ଦୟା, ସମ୍ମାନ, ସାହାଯ୍ୟ ଆମକୁ ଓ ଅନ୍ୟକୁ, ବିକଳାଙ୍ଗ ହେବାରୁ ମୁକ୍ତ କରି ପାରିବ।

ସୁସ୍ଥ ମା, ସୁସ୍ଥ ସମାଜ
ଯାହାର ଆଧାର
ପ୍ରେମ, କ୍ଷମା, ଦୟା, ସମ୍ମାନ, ସାହାଯ୍ୟ
ସେହି ଦେଇ ପାରିବ ସକ୍ଷମ ମଣିଷ।

ମା ହେଉଛି ଆମ ସମସ୍ତଙ୍କର
ସକ୍ଷମ ଓ ଅକ୍ଷମତାର ମୁଖ୍ୟ ସ୍ରୋତ
ପୁଷ୍ଟି କର ଖାଦ୍ୟ, ମାନସିକତା ଓ ବ୍ୟବସ୍ଥା,
ବିକଳାଙ୍ଗ ଦୂରୀକରଣର ଆଧାର।

ମା ତୋର ବିକଳାଙ୍ଗତା
ଯେବେ ଯାଏନି
ମୁଁ ବିକଳାଙ୍ଗ।

ଲେହେରିଥାନ
ବିହାର ସରିଫ୍, ନାଳନ୍ଦା, ବିହାର
ପିନ୍ – ୮୦୩୧୦୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.